ଦେଶର ପ୍ରମୁଖ ବ୍ୟୁଟି ଆଣ୍ଡ ପର୍ସନାଲ କେୟାର ବ୍ରାଣ୍ଡ୍ ତଥା ଦ୍ରୁତ ଅଭିବୃଦ୍ଧିଶୀଳଘରୋଇ ସଂସ୍ଥା ମାମାଆର୍ଥର ବହୁ ପ୍ରତୀକ୍ଷିତ ଏବଂ ବ୍ରାଣ୍ଡ୍ର ୩ୟ ସଂସ୍କରଣ ‘ବ୍ୟୁଟିଫୁଲ ଇଣ୍ଡିଆନ୍ସ-୨୦୨୪’ ନିକଟରେ ଅନୁଷ୍ଠିତ ହେଇଚି । ଉଲ୍ଲେଖଯୋଗ୍ୟ, ଫେମିନା ଆଣ୍ଡ ମାମାଆର୍ଥର ମିଳିତ ସହଯୋଗରେ‘ବ୍ୟୁଟିଫୁଲ ଇଣ୍ଡିଆନ୍ସ-୨୦୨୪’ର ୩ୟ ସଂସ୍କରଣ ମୁମ୍ବାଇଠାରେ ଆୟୋଜିତ କରାଯାଇଥିଲା ।