ଖୁବଶୀଘ୍ର ରାହାଣେଙ୍କ ଘରକୁ ଆସିବେ ନୂଆ ଅତିଥ

ରାହାଣେଙ୍କ ପତ୍ନୀ ରାଧିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ଶେଆର ଯେଉଁଥିରେ ତାଙ୍କ ବେବି ବମ୍ପ ଦେଖାଇଛନ୍ତି….

ନୂଆଦିଲ୍ଲୀ : ବାପା ହେବେ ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ । ରାହାଣେଙ୍କ ଘରକୁ ଆସିବେ ନୂଆ ଅତିଥି । ରାହାଣେଙ୍କ ପତ୍ନୀ ରାଧିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ଶେଆର ଯେଉଁଥିରେ ତାଙ୍କ ବେବି ବମ୍ପ ଦେଖାଇଛନ୍ତି । ରାହାଣେ ଓ ରାଧିକା ୨୦୧୪ରେ ବିବାହ କରିଥିଲେ । ୨୦୧୯ରେ ଝିଅକୁ ଜନ୍ମ ଦେଇଥିଲେ ରାହାଣେଙ୍କ ପତ୍ନୀ । ଏବେ ପୁଣି ଥରେ ରାହାଣେଙ୍କ ଘରକୁ କୁନି ଅତିଥି ଆସିବେ । ଏନେଇ ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି ।