ପ୍ରୟାଗରାଜ ଯିବା ରାସ୍ତାରେ ଘଟିଛି ଏକ ଦୁର୍ଘଟଣା ଯେଉଁଥିରେ ବୋଲେରୋ ଓ ବସ ମୁହାଁମୁହିଁ ।
୧୦ ଜଣ ଲୋକମାନେ ବାହାରିଥିଲେ ନିଜ ଘରୁ ଛତିଶଗଡ କୋରବା କ୍ଷେତ୍ରରୁ ମହାକୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ । ସେହି ରାସ୍ତାରେ ଆସୁଥିଲା ଆଉ ଏକ ଶ୍ରଦ୍ଧାଳୁଙ୍କ ବସ ମଧ୍ୟପ୍ରଦେଶ ର ରାଜଗଡ଼ ଜିଲ୍ଲାରୁ ।
ମିର୍ଜାପୁର ପ୍ରୟାଗରାଜ ହାଇୱେ ରେ ବସ କୁ ପିଟି ଦେଇଥିଲା ବୋଲେରୋ ଫଳରେ ୧୦ ଜଣ ମୃତ୍ୟୁ ବାରଣ କରିଥିଲେ ଏବଂ ୧୯ ଜଣ ଆହତ ହୋଇଛନ୍ତି ।