ପୁଣି ଏକାଠି ହେଲେ ଆମୀର-କିରଣ!

ମୁମ୍ବାଇ: ବଲିଉଡ ଅଭିନେତା ମିଷ୍ଟର ପରଫେକ୍ଟନିଷ୍ଟ କୁହାଯାଉଥିବା ଆମୀର ଖାନ ଓ ତାଙ୍କ ପତ୍ନୀ କିରଣ ରାଓଙ୍କ ସହ ବିବାହ ବିଚ୍ଛେଦ ହୋଇସାରିଛି । ତେବେ ଅଲଗା ହେବା ପରେ ଏବେ ପୁଣି ଏକାଠି ନଜର ଆସିଛନ୍ତି ଆମୀର-କିରଣ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଏଥିରେ ସେ ତାଙ୍କ ପତ୍ନୀ କିରଣଙ୍କ ସହ ଏକାଠି ଠିଆ ହୋଇ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି ।

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କୁ ଟ୍ରୋଲର ଶିକାର ହେବାକୁ ପଡିବା ସହ ୟୁଜର୍ସମାନେ ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ସୂଚନା ଅନୁସାରେ ଆମୀର-କିରଣ ପ୍ରାୟ ୧୫ ବର୍ଷ ପରେ ଛାଡପତ୍ର ହୋଇଥିଲା