ରେଳ ଷ୍ଟେସନ ରେ ଭିଡ ନିୟନ୍ତ୍ରଣ କରିବ ଏଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଶନିବାର ରାତିରେ ରେଳ ଷ୍ଟେସନରେ ପ୍ରବଳ ଭିଡର ଦଳାଚକଟାରେ ୩ ଶିଶୁ ସହିତ ୧୬ ଲୋକମାନେ ନିଜ ଜୀବନ ହାରିଥିଲେ ।

ପ୍ରୟାଗରାଜକୁ ଯିବା ପାଇଁ ରେଳ ଷ୍ଟେସନରେ ଜମିଥିଲା ଅସମ୍ଭାଳ  ଭିଡ ଯେଉଁଥିରେ ଦଳାଚକଟା ହୋଇ ୧୯ ଜଣ ହାରିଥିଲେ ଜୀବନ। ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ହୋଲ୍ଡିଂ ଜୋନ୍ ନିର୍ମାଣ କରିବେ ଏବଂ ଭିଡ଼ ନିୟନ୍ତ୍ରଣ  କରିବା ପାଇଁ ଏଆଇ ବ୍ୟବହାର କରିବେ ବୋଲି ଖବର ଆସିଛି ।