ପୁଣି ସୀମାରେ ପାକିସ୍ଥାନୀ ଡ୍ରୋନ ଠାବ

And there will be Pakistani drones on the border..

ଚଣ୍ଡିଗଡ଼ : ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ପାକିସ୍ଥାନୀ ଦ୍ୱାର ଡ୍‌ରୋନ ଅନୁପ୍ରବେଶ ମାମଲା ସାମନାକୁ ଆସିଛି । ବିଏସଏଫ ଦ୍ୱାରା ସୀମାନିକଟରେ ଫାୟାରିଂ କରି ଡ୍‌ରୋନକୁ ପଛକୁ ହଟାଇ ଦେଇଥିଲେ । ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ଡୋରାଙ୍ଗାଲା ଅଂଚଳରେ ଅପରାହ୍ନ ୨ଟା ପରେ ବିଏସଏଫର ବାଟାଲିୟନ ୫୮ କର୍ମଚାରୀଙ୍କ ଦ୍ୱାରା ଡ୍ରୋନ ଶବ୍ଦ ଶୁଣିବାକୁ ମିଳିଥିଲା ।

ଡ୍ରୋନକୁ ଯାହ ଦେଖି ବିଏସଏଫ କର୍ମଚାରୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ପରେ ଡ୍ରୋନ ପାକିସ୍ଥାନ ସୀମାକୁ ଫେରିଥିଲା ।