Asia Cup 2023: ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ୍‌ର ଶନିବାର ସୁପର-୪ର ଦ୍ବିତୀୟ ମ୍ୟାଚ କଲମ୍ବୋରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ବାଂଲାଦେଶ ପାଇଁ କର ବା ମର ସଦୃଶ ହୋଇଛି। ପ୍ରଥମ ମ୍ୟାଚରେ ବାଂଲାଦେଶ ପରାଜିତ ହୋଇଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଜିତି ଫାଇନାଲ ଦୌଡ଼ରେ ରହିବାକୁ ଉଦ୍ୟମ କରିବ।