ନୂଆଦିଲ୍ଲୀ: ଭାରତ ଦକ୍ଷିଣ ଚାଇନା ସାଗରରେ ଚାଇନାକୁ କାଉଣ୍ଟର କରିବା ପାଇଁ ଚାଲିଥିବା ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଲକ୍ଷ୍ୟ ରଖିଛି ।
ନୌସେନା ପକ୍ଷରୁ କୁହାଯାଇଛି ଯେ ୪ଟି ଯୁଦ୍ଧ ଜାହାଜ ସମେତ ମିସାଇଲ ବିଧ୍ୱଂସକାରୀ ଅସ୍ତ୍ର ଓ ମିସାଇଲ ମାଡ କରିପାରୁଥିବା ଅସ୍ତ୍ରଶସ୍ତ୍ର ୨ ମାସ ଯାଏ ଦକ୍ଷିଣପୂର୍ବ ଏସିଆ, ଦକ୍ଷିଣ ଚାଇନା ସାଗର ଓ ୱେଷ୍ଟର୍ଣ୍ଣ ଫ୍ୟାସିଫିକରେ ମୁତୟନ କରାଯିବ । ବନ୍ଧୁତ୍ୱ ରାଷ୍ଟ୍ରଗୁଡିକ ସୁରକ୍ଷା ସମ୍ପର୍କକୁ ବୃଦ୍ଧି କରିବା ସହ ଜଳପଥରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି ।
Next Post