ଦର୍ଶନଦେଲେବାବା_କେଦାରନାଥ

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ଧାମ…

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ଧାମ । ୧୫ କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର ।

ବାବାଙ୍କ ଦର୍ଶନ ପାଇଁ ୧୦ ହଜାର ଭକ୍ତଙ୍କ ସମାଗମ । ମନ୍ଦିର ଖୋଲିବା ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।