ମୁମ୍ବାଇରେ କମିଲା କୋଭିଡ ମାମଲା

ନୂଆଦିଲ୍ଲୀ: ମୁମ୍ବାଇରେ କିଛି ଦିନ ହେବ ସଂକ୍ରମଣ ହାର କମିବାରେ ଲାଗିଛି । ସେହିପରି ଅନ୍ୟପକ୍ଷେ ଦିଲ୍ଲୀ ଏବଂ କେରଳରେ ସଂକ୍ରମଣ ବଢିବାରେ ଲାଗିଛି । ଦିଲ୍ଲୀରେ ବର୍ତ୍ତମାନ ଦୈନିକ ମାମଲା ୨୦ ହଜାରରୁ ଅଧିକ ରହୁଛି । ସେହିପରି କେରଳରେ ମଧ୍ୟ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି ।