ନୂଆଦିଲ୍ଲୀ: ପୁଣିଥରେ ସାମ୍ବା ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିରେ ଡ୍ରୋନ ଦେଖିବା ପରେ ସୁରକ୍ଷା ବାହିନୀ ସୀମା ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୀମାନ୍ତରୁ କ୍ରମାଗତ ଭାବରେ ଅନୁପ୍ରବେଶ ପ୍ରୟାସ କରାଯାଉଛି ଏବଂ ବେଳେବେଳେ ଡ୍ରୋନ ମାଧ୍ୟମରେ ଅସ୍ତ୍ର ବିରତଣ କରିବାକୁ ଚେଷ୍ଟା କରାଯାଉଛି ।