ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ

ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁଭେଟିଛନ୍ତି । ଭାରତରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଦିଗରେ ତାଙ୍କ ଆଗ୍ରହକୁ ଶ୍ରୀ ମୋଦୀପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଦେଶର ଜଣେ ବିଶିଷ୍ଟ ପୁଲିସ ଅଫିସର ଶ୍ରୀ ପ୍ରକାଶ ସିଂହ ଜୀଙ୍କୁ ଭେଟିବାବାସ୍ତବରେ ଆନନ୍ଦର ବିଷୟ । ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେତାଙ୍କର ଆଗ୍ରହ ବେଶ୍ ଉଲ୍ଳେଖନୀୟ । @singh_prakash”