ଶିଖ୍ ନୂଆବର୍ଷ ଅବସରରେ ପ୍ରଧାନମନ୍ରୀଙ୍କ ଶୁଭେଚ୍ଛା

ଆଜି ଶିଖ୍ ନୂଆ ବର୍ଷ ଅବସରରେ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଚ୍ଛା ଜଣାଇଛନ୍ତି।“ଶିଖ୍ ନୂଆବର୍ଷ ଆରମ୍ଭ ଅବସରରେ ଶୁଭେଚ୍ଛା । ଓ୍ବାହେଗୁରୁଙ୍କ ଅସୀମ ଅନୁଗ୍ରହ ସମସ୍ତଙ୍କୁ ସୁସ୍ଥ ରଖôବା ସହ ସୁଖ ସମୃଦ୍ଧି ଆଣିଦେଉ। ଗୁରୁ ସାହେବଙ୍କ ବାଣୀ ଆମ ସମାଜକୁ ଆଲୋକିତ କରୁ।”