ଦେଶବାସୀଙ୍କୁ Indiahandmade.com ବୁଲି ଦେଖିବାକୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ Indiahandmade.com,ଭାରତର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଐତିହ୍ୟ ଉପଲବ୍ଧ ଥିବା ବିପଣୀ (ୱାନ-ଷ୍ଟପ-ସପ) ବୁଲି ଦେଖିବାକୁ ଆହ୍ୱାନ ଜଣାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“Indiahandmade.com ବୁଲି ଆସନ୍ତୁ ଓ #VocalForLocal ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୁଅନ୍ତୁ ।”