ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଯୁବ ଖେଳାଳି ଇଶାନ କିଶନ ଗର୍ଲଫ୍ରେଣ୍ଡ ଆଦିତି ହୁଣ୍ଡିଆଙ୍କୁ ଡେଟ କରୁଥିବା ଜଣାପଡିଛି । ଆଦିତି ହୁଣ୍ଡିଆ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଗ୍ଲାମରର୍ସ । ଇଶାନଙ୍କ ଗର୍ଲଫ୍ରେଣ୍ଡଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି ।
ଆଦିତ୍ୟ ହୁଣ୍ଡିଆ ୨୦୧୭ରେ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି ଓ ସେ ୨୦୧୮ରେ ମିସ୍ ସୁପରନେସନାଲ୍ ଇଣ୍ଡିଆ ପୁରସ୍କାର ଜିତିଛନ୍ତି । ଆଦିତ୍ୟ ଜଣେ ମଡେଲ୍ ହେବା ସହ ତାଙ୍କ ଷ୍ଟାଇଲିସ୍ ଲୁକ୍ ପାଇଁ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ଏନେଇ ଉଭୟ ଇଶାନ ଓ ଆଦିତି ସେମାନଙ୍କର ସମ୍ପର୍କକୁ ନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।