ଅଂଶୁଲା କପୁରଙ୍କୁ କରୋନା By Shaksi News Last updated Dec 31, 2021 0 ମୁମ୍ବାଇ : ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ଏବେ ଅଂଶୁଲା କପୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ କ୍ୱାରେଣ୍ଟାଇନରେ ଅଛନ୍ତି । ସୂଚନାଯୋଗ୍ୟ ଯେ, କରିଶ୍ମା କପୁରଙ୍କ ଖ୍ରୀଷ୍ଟମାସ ପାର୍ଟିରେ ଅଂଶୁଲା କପୁର ଦେଖିବାକୁ ମିଳିଥିଲା । Continue Reading bolywood acterMumbainationalinternational 0 Share