ଆଜି କାର୍ତ୍ତି ଚିଦାମ୍ବରମଙ୍କ ଜାମିନ ଆବେଦନ ଶୁଣାଣି
ଜଷ୍ଟିସ ପୁନମ ଏକ ବାମ୍ବା ଦୁଇ ପକ୍ଷର ଓକିଲଙ୍କ ସହମତିରେ ଆଦେଶ ଦେଇଛନ୍ତି…
ନୂଆଦିଲ୍ଲୀ : ଚୀନ ନାଗରିକଙ୍କୁ ଭିସା ପାଇବାରେ ଲାଞ୍ଚ଼ ନେବା ମାମଲାରେ ଦିଲ୍ଲୀହାଇ କୋର୍ଟ ପି. ଚିଦାମ୍ବରଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରଙ୍କୁ ଆଗୁଆ ଜାମିନ ଆଦେଦନର ଶୁଣାଣୀ ଜୁନ ୮ରେ କରିବେ । ଜଷ୍ଟିସ ପୁନମ ଏକ ବାମ୍ବା ଦୁଇ ପକ୍ଷର ଓକିଲଙ୍କ ସହମତିରେ ଆଦେଶ ଦେଇଛନ୍ତି ।