ଏଲପିଜି କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି

ଦେଶରେ ବଢିଲା କମର୍ସିଆଲ ଗ୍ୟାସ୍ ଦର । କର୍ମସିଆଲ ଏଲପିଜି ଗ୍ୟାସ ଦର ବୃଦ୍ଧି ହୋଇଛି । ୩୯ଟଙ୍କା ବଢ଼ିଛି କର୍ମସିଆଲ ଏଲପିଜି ଗ୍ୟାସ । ପ୍ରତିମାସ କର୍ମସିଆଲ ଏଲପିଜି ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥାଏ । ଗତ ମାସ ମଧ୍ୟ ଏହି ଦର ବଢ଼ିଥିଲା । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୬୯୧.୫୦ ଟଙ୍କା ହୋଇଛି ।