ମା’ହେଲେ ଟେନିସ ତାରକା ସାରାପୋଭା
ତେବେ ଫଟୋରେ ତାଙ୍କ ପୁଅଙ୍କ ସହ ଭାବିସ୍ୱାମୀ ଆଲେକ୍ସଜାଣ୍ଡାର ଗିଲକେସଙ୍କୁ ଦେଖିବାକୁ ମିଳିଛି…
ନୂଆଦିଲ୍ଲୀ : ରୁଷିଆର ପୂର୍ବତନ ଟେନିସ ଖେଳାଳି ମାରିଆ ଶାରାପୋଭା ମା’ ହୋଇଛନ୍ତି । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଟେନିସ ତାରକା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କ ସହ ଖୁସିକୁ ବାଣ୍ଟିଛନ୍ତି । ତେବେ ଫଟୋରେ ତାଙ୍କ ପୁଅଙ୍କ ସହ ଭାବିସ୍ୱାମୀ ଆଲେକ୍ସଜାଣ୍ଡାର ଗିଲକେସଙ୍କୁ ଦେଖିବାକୁ ମିଳିଛି ।