ମଣିପୁର ଭୁସ୍ଖଳନ: ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ଧ୍ୱଂସାବଶେଷରୁ ଆହୁରି ୬ ଜଣଙ୍କର ଶବ ଜବତ କରାଯାଇଛି….

ନୂଆଦିଲ୍ଲୀ : ମଣିପୁର ନୋନି ଜିଲ୍ଲାର ଟୁପୁଲରେ ନୁଆ ରେଳରାସ୍ତା ତିଆରି ସ୍ଥାନରେ ଭୁସ୍ଖଳନ ଫଳରେ ବର୍ତମାନ ସୁଧା ୩୫ ଜଣ ଲୋକ ନିଖୋଜ ଅଛନ୍ତି । ଧ୍ୱଂସାବଶେଷରୁ ଆହୁରି ୬ ଜଣଙ୍କର ଶବ ଜବତ କରାଯାଇଛି । ଯାହା ଦୁର୍ଘଟଣାରେ ମୃତ୍ୟ ସଂଖ୍ୟା ସମୁଦାୟ ୨୭ରେ ପହଞ୍ଚ଼ିଛି । ସୈନ୍ୟ ଅଧିକାରୀଙ୍କ ଅନୁସାରେ ମୃତ୍ୟ ସଂଖ୍ୟା ୨୭ରୁ ୧୮ ଟେରିଟୋରିଆ ଆର୍ମି ଜବାନ ଓ ୬ ନାଗରିକ ଅଛନ୍ତି ।