ମହାରାଣୀଙ୍କ ସହ ମୋଦୀଙ୍କ ରାଜକୀୟ ରାତ୍ରୀଭୋଜନ

ଡେନମାର୍କ ରାଣୀଙ୍କ ସହ ରାଜକୀୟ ରାତ୍ରୀଭୋଜନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଡେନମାର୍କ ରାଣୀଙ୍କ ସହ ରାଜକୀୟ ରାତ୍ରୀଭୋଜନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ୟୁରୋପୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କରେ ମହାରାଣୀ ମାର୍ଗେଥ ଦ୍ୱିତୀୟଙ୍କୁ ଭେଟିଛନ୍ତି । କୋପେନହେଗନରେ ଥିବା ଏମାଲିଏନବର୍ଗ ପ୍ୟାଲେସରେ ମହାରାଣୀ ମାର୍ଗେଥଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ମହାରାଣୀ ମୋଦୀଙ୍କୁ ସ୍ୱାଗତ ଜଣାଇବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।