ଆମ ଚାଷୀଙ୍କ ଜୀବନରେ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବା ପାଇଁ ଜାରି ବିବିଧ ଉଦ୍ୟମର ଅଂଶ ନାନୋ ୟୁରିଆ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ଚାଷୀଙ୍କ ….
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ଚାଷୀଙ୍କ ଜୀବନରେ ଦୀର୍ଘକାଳୀନ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ନାନୋ ୟୁରିଆର ଲାଭଗୁଡିକର ପ୍ରଶଂସା କରିଛନ୍ତି ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରଣ୍ଡଲାଜେଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ଆମ ଚାଷୀଙ୍କ ଜୀବନରେ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବା ପାଇଁ ବିବିଧ ଉଦ୍ୟମର ଏକ ଅଂଶ ।”