ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ କୃଷକଙ୍କ ଆଲୋଚନା ଶେଷ ହୋଇଛି ।ମାତ୍ର ଆଜିବି ବାହାରିଲାନି କୌଣସି ନିଷ୍କର୍ଷ । ଡିସେମ୍ବର ୯ରେ ପୁଣି ହେବ ଆଲୋଚନା ।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଆହ୍ୱାନ ଦିଆଯାଇଛି । କୃଷକ ସଙ୍ଗଠନ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ ସରକାର ଏହି ଆଇନକୁ ହଟାନ୍ତୁ ବୋଲି କୃଷକ ସଙ୍ଗଠନ ଚେତାବନୀ ଦେଇଛନ୍ତି ।