ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଅମିତାଭ ବଚ୍ଚନ ଜୀଙ୍କୁ ତାଙ୍କ ୮୦ ତମ ଜନ୍ମଦିନର ଶୁଭେଚ୍ଛା । ସେ ହେଉଛନ୍ତି ଭାରତର ଅନ୍ୟତମ କିମ୍ବଦନ୍ତୀ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏକି ସବୁ ପୀଢିର ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ମନୋରଞ୍ଜନ ଯୋଗାଇଥାନ୍ତି । ସେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ ।”