ପ୍ରଧାନମନ୍ତ୍ରୀଙ୍କ ଭେଟିଲେ ଏନଏକ୍ସପି ସେମିକଣ୍ଡକ୍ଟର୍ସ ସିଇଓ

ଭାରତ ନିଜ ପ୍ରତିଭାବାନ ଯୁବପୀଢିଙ୍କ ସହାୟତାରେ…..

ପିଆଇବି , ଭୁବେନେଶ୍ଵର : ଏନଏକ୍ସପି ସେମିକଣ୍ଡକ୍ଟର୍ସ ସିଇଓ ଶ୍ରୀ କର୍ଟ ସିଭର୍ସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଏନଏକ୍ସପିର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“@NXP ସିଇଓ ଶ୍ରୀ କର୍ଟ ସିଭର୍ସଙ୍କୁ ଭେଟିବା ସହ ସେମିକଣ୍ଡକ୍ଟର୍ସ କ୍ଷେତ୍ର ଓ ନବାଚାର କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ୍ଟ ସମ୍ପର୍କରେ ଆଲୋଚନା କରି ଖୁସି ଲାଗିଲା । ଭାରତ ନିଜ ପ୍ରତିଭାବାନ ଯୁବପୀଢିଙ୍କ ସହାୟତାରେ ଏହି କ୍ଷେତ୍ରଗୁଡିକରେ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି ।”