ମୌଲାନା ଆଜାଦଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ମୌଲାନା ଆଜାଦଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମନେ ପକାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ମୌଲାନା ଆଜାଦ ଜଣେ ମହାନ୍ ବିଦ୍ୱାନ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ମଜଭୁତ ସ୍ତମ୍ଭ ଥିଲେ । ଶିକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରଶଂସନୀୟ ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ମୌଲାନା ଆଜାଦଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମନେ ପକାଉଛି । ସେ ଜଣେ ମହାନ ବିଦ୍ୱାନ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ସମ୍ଭ ଥିଲେ । ଶିକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରଶଂସୀନୟ । ଆଧୁନିକ ଭାରତ ଗଠନରେ ତାଙ୍କ ପ୍ରୟାସ ଅନେକ ଲୋକଙ୍କୁ ମାର୍ଗଦର୍ଶନ କରିବା ଜାରି ରଖିଛି ।’