୨୦୨୩ ଏପ୍ରିଲରେ ସର୍ବାଧତ୍କ ଜିଏସ୍‌ଟି ସଂଗ୍ରହକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଏପ୍ରିଲରେ ସର୍ବାଧତ୍କ ୧.୮୭ ଲକ୍ଷକୋଟି  ଜିଏସ୍‌ଟି  ସଂଗ୍ରହକୁ ଭାରତୀୟ ଅର୍ଥନୀତି ପାଇଁ ବଡ଼ ଖବର ବୋଲି କହିଛନ୍ତି I

ଅର୍ଥ ମନ୍ତ୍ରଣାଳୟ ଏକ ଟୁଇଟ୍କୁ ପ୍ରଧାନମନ୍ତ୍ରୀ ରିଟୁଇଟ୍ କରି ଲେଖିଛନ୍ତି: ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଖବର I ଟିକସ ହାର କମିବା ସତ୍ତ୍ୱେ କର ସଂଗ୍ରହରେ ସଫଳତା  ଜିଏସ୍‌ଟି ଏକୀକରଣ ଏବଂ ଅନୁପାଳନର ବୃଦ୍ଧିକୁ ଦର୍ଶାଉଛିI