ଗୁଜରାଟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଗୁଜରାଟ ସ୍ଥାପନା ଦିବସରେ ଶୁଭେଚ୍ଛା । ଗୁଜରାଟ ନିଜର ସର୍ବାଙ୍ଗୀନ ଉନ୍ନତି ସହ ନିଜ ନିଆରା ସଂସ୍କୃତି ଯୋଗୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗାମୀ ଦିନରେ ରାଜ୍ୟ ବିକାଶର ନୂଆ ଉଚ୍ଚତାକୁ ଯାଉ ବୋଲି ପ୍ରାର୍ଥନା କରୁଛି’ ।