ସେନା ଦିବସ ଅବସରରେ ସେନା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଅବସରରେ ସମସ୍ତ ….
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସେନା ଦିବସ ଅବସରରେ ସମସ୍ତ ସେନା କର୍ମଚାରୀ, ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଆମ ସେନା ପାଇଁ ଭାରତୀୟମାନେ ଗର୍ବିତ ଓ ସୈନିକମାନଙ୍କ ପ୍ରତି ଆମେ କୃତଜ୍ଞ । ସେମାନେ ଆମ ଦେଶକୁ ସୁରକ୍ଷିତ ରଖିଥାନ୍ତି । ସଙ୍କଟ ସମୟରେ ସେବା ପାଇଁ ସେମାନେ ବେଶ ପ୍ରଶଂସିତ ।”