ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ସାମାଜିକ ସଂସ୍କାର ଏବଂ ପଛୁଆ ବର୍ଗର ଲୋକଙ୍କ ଉତ୍ଥାନ ପାଇଁ ତାଙ୍କ ଅବିରତ ଉଦ୍ୟମ ଆମକୁ ପ୍ରେରଣା ଦେଇଥାଏ । ତାଙ୍କ ନିଃସ୍ୱାର୍ଥପରତା ଏବଂ ଏକତା ଭାବନା ଆଗକୁ ମଧ୍ୟ ମାନବକୁ ମାର୍ଗଦର୍ଶନ କରିବ ।’