ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ କାର୍ଯ୍ୟରେ ଅଗ୍ରଗତି

ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ସମ୍ପର୍କିତ ….

ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ସମ୍ପର୍କିତ ଖଡ଼ଗ୍ପୁର ରେଳ ମଣ୍ଡଳ ଅନ୍ତର୍ଗତ ରାଣୀତାଲ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା, ଯାତ୍ରା ସମାପ୍ତ କରୁଥିବା ଏବଂ ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା କିଛି ଟ୍ରେନ ନିମ୍ନ ଅନୁଯାୟୀ ପ୍ରଭାବିତ ହେବ |

ଟ୍ରେନ୍ ବାତିଲ୍:

01 . 18021 ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ 25, 26, 28 ଫେବୃଆରୀ, 2023 ଏବଂ 2, 5, 6 ମାର୍ଚ୍ଚ, 2023 ରେ ବାତିଲ ରହିବ |

02 . 18022 ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଏକ୍ସପ୍ରେସ 25, 26, 28 ଫେବୃଆରୀ, 2023 ଏବଂ 2, 5, 6 ମାର୍ଚ୍ଚ, 2023 ରେ ବାତିଲ ରହିବ |

03 . 08031 ବାଲେଶ୍ୱର-ଭଦ୍ରକ୍ ପାସେଞ୍ଜର ସ୍ପେଶାଲ୍ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ |

04 . 08032 ଭଦ୍ରକ-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ୍ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ |

05 . 12821 ଶାଲିମାର-ପୁରୀ ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

06. 12822 ପୁରୀ-ଶାଲିମାର ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ 25 ଫେବୃଆରୀରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

07. 12892 ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ 26 ଫେବୃଆରୀରେ ଏବଂ 1 ମାର୍ଚ୍ଚରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

08. 12891 ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ 26 ଫେବୃଆରୀ ଏବଂ 2 ରୁ 7 ମାର୍ଚ୍ଚ, 2023 ରେ ବାତିଲ ରହିବ |

09. 12073 ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

10. 12074 ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

11. 12277 ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ବାତିଲ ରହିବ |

12. 12278 ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ 3 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

13. 08416 ପୁରୀ-ଜଲେଶ୍ୱର ପାସେଞ୍ଜର ସ୍ପେଶାଲ୍ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ |

14. 08415 ଜଲେଶ୍ୱର-ପୁରୀ ପାସେଞ୍ଜର ସ୍ପେଶାଲ୍ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ୍ ରହିବ |

15. 18037 ଖଡ଼ଗ୍ପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

16. 18038 ଯାଜପୁର କେନ୍ଦୁଝର ରୋଡ-ଖଡ଼ଗ୍ପୁର ଏକ୍ସପ୍ରେସ 4 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

17. 12875 ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ 3 ଏବଂ 5 ମାର୍ଚ୍ଚ, 2023 ରେ ବାତିଲ ରହିବ |

18. 12876 ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ 5 ଏବଂ 7 ମାର୍ଚ୍ଚ, 2023 ରେ ବାତିଲ ହୋଇ ରହିବ |

19. 22851 ସାନ୍ତ୍ରାଗଛି- ମାଙ୍ଗାଲୁରୁ ଏକ୍ସପ୍ରେସ 23 ଫେବୃଆରୀ ଏବଂ 2 ମାର୍ଚ୍ଚ 2023 ରେ ବାତିଲ ରହିବ |

20. 22852 ମାଙ୍ଗାଲୁରୁ-ସାନ୍ତ୍ରାଗଛି ଏକ୍ସପ୍ରେସ 25 ଫେବୃଆରୀ ଏବଂ 4 ମାର୍ଚ୍ଚ 2023 ରେ ବାତିଲ ରହିବ |

21. 22825 ଶାଲିମାର-ଚେନ୍ନାଇ ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ |

22. 22826 ଚେନ୍ନାଇ-ଶାଲିମାର ଏକ୍ସପ୍ରେସ 1 ମାର୍ଚ୍ଚ 2023 ରେ ବାତିଲ ରହିବ |

23. 12245 ହାଓଡ଼ା-ବେଙ୍ଗାଲୁରୁ ଦୁରନ୍ତ ଏକ୍ସପ୍ରେସ 28 ଫେବୃଆରୀ, 1, 3 ରୁ 5 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ |

24. 12246 ବେଙ୍ଗାଲୁରୁ-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ 2, 3 ଏବଂ 5 ମାର୍ଚ୍ଚ 2023 ରେ ବାତିଲ ରହିବ |

25. 12704 ସିକନ୍ଦରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସ 26 ଓ 28 ଫେବୃଆରୀ ଏବଂ 2, 3 ଓ 5 ମାର୍ଚ୍ଚ, 2023 ରେ ବାତିଲ ରହିବ |

26. 12703 ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ 28 ଫେବୃଆରୀ ଏବଂ 2, 3, 4 ଏବଂ 6 ମାର୍ଚ୍ଚ, 2023 ରେ ବାତିଲ ହୋଇ ରହିବ |

27. 20890 ତିରୁପତି-ହାଓଡ଼ା ହମସଫର ଏକ୍ସପ୍ରେସ 26 ଫେବୃଆରୀ ଏବଂ 5 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ |

28. 20889 ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ 25 ଫେବୃଆରୀ ଏବଂ 4 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ |

29. 12816 ଆନନ୍ଦ ବିହାର-ପୁରୀ ନନ୍ଦନକାନକ ଏକ୍ସପ୍ରେସ 25 ଓ 27 ଫେବୃଆରୀ ଏବଂ 1 ଓ 4 ମାର୍ଚ୍ଚ, 2023 ରେ ବାତିଲ ରହିବ |

30. 12815 ପୁରୀ-ଆନନ୍ଦ ବିହାର ନନ୍ଦନକାନକ ଏକ୍ସପ୍ରେସ 27 ଫେବୃଆରୀ ଏବଂ 1, 4 ଓ 6 ମାର୍ଚ୍ଚ, 2023 ରେ ବାତିଲ ରହିବ |

31. 12864 ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ 26 ଓ 28 ଫେବୃଆରୀରେ ଏବଂ 2 ରୁ 5 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

32. 12863 ହାଓଡ଼ା-ବେଙ୍ଗାଲୁରୁ ଏକ୍ସପ୍ରେସ 28 ଫେବୃଆରୀ ଏବଂ 2 ରୁ 6 ମାର୍ଚ୍ଚ 2023 ପର୍ଯ୍ୟନ୍ତ ବାତିଲ ରହିବ |

33. 22305 ବେଙ୍ଗାଲୁରୁ-ଜସିଡିହ ଏକ୍ସପ୍ରେସ 26 ଫେବୃଆରୀ ଏବଂ 5 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ |

34. 22306 ଜସିଡିହ-ବେଙ୍ଗାଲୁରୁ ଏକ୍ସପ୍ରେସ 24 ଫେବୃଆରୀ ଏବଂ 3 ମାର୍ଚ୍ଚ 2023 ରେ ବାତିଲ ରହିବ |

35. 12503 ବେଙ୍ଗାଲୁରୁ-ଅଗରତାଲା ହମସଫର ଏକ୍ସପ୍ରେସ 28 ଫେବୃଆରୀ ଏବଂ 3 ମାର୍ଚ୍ଚ 2023 ରେ ବାତିଲ ରହିବ |

36. 12504 ଅଗରତାଲା-ବେଙ୍ଗାଲୁରୁ ହମସଫର ଏକ୍ସପ୍ରେସ 5 ମାର୍ଚ୍ଚ 2023 ରେ ବାତିଲ ରହିବ |

37. 22604 ଭିଲୁପୁରମ୍-ଖଡଗପୁର ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ |

38. 22603 ଖଡଗପୁର-ଭିଲୁପୁରମ୍ ଏକ୍ସପ୍ରେସ 2 ମାର୍ଚ୍ଚ 2023 ରେ ବାତିଲ ରହିବ |

39. 07046 ସିକନ୍ଦରାବାଦ-ଡିବୃଗଡ଼ ସ୍ପେଶାଲ୍ 2 ମାର୍ଚ୍ଚ 2023 ବାତିଲ୍ ରହିବ |

40. 22888 ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ୍ 2 ମାର୍ଚ୍ଚ 2023 ରେ ବାତିଲ୍ ହୋଇ ରହିବ |

41. 22887 ହାଓଡ଼ା-ବେଙ୍ଗାଲୁରୁ ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ |

42. 18046 ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ 3 ଏବଂ 5 ମାର୍ଚ୍ଚ 2023 ରେ ବାତିଲ ରହିବ |

43. 18045 ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ 5 ଏବଂ 6 ମାର୍ଚ୍ଚ 2023 ରେ ବାତିଲ ରହିବ |

44. 22832 ପ୍ରଶାନ୍ତି ନୀଲୟମ-ହାଓଡ଼ା ଏକ୍ସପ୍ରେସ 3 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ |

45. 22831 ହାଓଡ଼ା-ପ୍ରଶାନ୍ତି ନୀଲୟମ ଏକ୍ସପ୍ରେସ 1 ମାର୍ଚ୍ଚ 2023 ରେ ବାତିଲ ରହିବ |

46. 15905 କନ୍ୟାକୁମାରୀ-ଡିବୃଗଡ଼ ଏକ୍ସପ୍ରେସ 2 ମାର୍ଚ୍ଚ 2023 ରେ ବାତିଲ ରହିବ |

47. 15906 ଡିବୃଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ 28 ଫେବୃଆରୀ, 2023 ରେ ବାତିଲ ରହିବ |

48. 12513 ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ 4 ମାର୍ଚ୍ଚ 2023 ରେ ବାତିଲ ରହିବ |

49. 12514 ଗୌହାଟୀ-ସିକନ୍ଦରାବାଦ ଏକ୍ସପ୍ରେସ 2 ମାର୍ଚ୍ଚ 2023 ରେ ବାତିଲ ରହିବ |

50. 22606 ଭିଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ 4 ମାର୍ଚ୍ଚ, 2023 ରେ ବାତିଲ ରହିବ |

51. 22605 ପୁରୁଲିଆ-ଭିଲୁପୁରମ୍ ଏକ୍ସପ୍ରେସ 6 ମାର୍ଚ୍ଚ 2023 ରେ ବାତିଲ ରହିବ |

52. 22855 ସାନ୍ତ୍ରାଗଛି-ତିରୁପତି ଏକ୍ସପ୍ରେସ 5 ମାର୍ଚ୍ଚ 2023 ରେ ବାତିଲ ରହିବ |

53. 22856 ତିରୁପତି-ସାନ୍ତ୍ରାଗଛି ଏକ୍ସପ୍ରେସ 6 ମାର୍ଚ୍ଚ 2023 ରେ ବାତିଲ ରହିବ |

54. 22863 ହାଓଡ଼ା-ବେଙ୍ଗାଲୁରୁ ଏକ୍ସପ୍ରେସ 6 ମାର୍ଚ୍ଚ 2023 ରେ ବାତିଲ ହୋଇ ରହିବ |

55. 22864 ବେଙ୍ଗାଲୁରୁ -ହାଓଡ଼ା ଏକ୍ସପ୍ରେସ 8 ମାର୍ଚ୍ଚ 2023 ରେ ବାତିଲ ରହିବ |

ଟ୍ରେନର ମାର୍ଗ ପରିବର୍ତ୍ତନ :

1. 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ 27 ଫେବୃଆରୀ, 3 ମାର୍ଚ୍ଚ ଏବଂ 6 ମାର୍ଚ୍ଚ, 2023 ରେ ଭୁବନେଶ୍ୱର-ଝାରସୁଗୁଡା-ରାଉରକେଲା-ଟାଟାନଗର ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ |

2. 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ 2 ଏବଂ 4 ମାର୍ଚ୍ଚ 2023 ରେ ନୂଆଦିଲ୍ଲୀ ଛାଡି ଟାଟାନଗର-ରାଉରକେଲା-ଝାରସୁଗୁଡା ହୋଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ |

3. 22811 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ 1 ମାର୍ଚ୍ଚ 2023 ରେ ଭୁବନେଶ୍ୱର ଛାଡି ଝାରସୁଗୁଡା-ରାଉରକେଲା-ସିନି-ଚଣ୍ଡିଲ-ଅନାରା-ଭୋଜୁଡିହ-ଏନଏସସିବି ଗୋମୋହ ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ |

4. 12246 ବେଙ୍ଗନାଲୁରୁ-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ୍ 26 ଏବଂ 28 ଫେବୃଆରୀ, 2023 ରେ କଟକ-ଜାରୋଲି-ରାଜଖରସୁଆଁ-ଟାଟାନଗର-ଖଡଗପୁର ଦେଇ ପରିବର୍ତିତ ମାର୍ଗରେ ଯାତ୍ରା କରିବ |

ଟ୍ରେନର ଆଂଶିକ ବାତିଲ  |

08063/08064 ଖଡଗପୁର-ଭଦ୍ରକ-ଖଡଗପୁର ମେମୁ ସ୍ପେଶାଲ୍ 25 ଫେବୃଆରୀରୁ 6 ମାର୍ଚ୍ଚ, 2023 ମଧ୍ୟରେ ବାଲେଶ୍ୱର ଓ ଭଦ୍ରକ ମଧ୍ୟରେ ଚଳାଚଳ କରିବ ଓ ଉଭୟ ପାର୍ଶ୍ୱରୁ ବାଲେଶ୍ୱର ଓ ଖଡ଼ଗ୍ପୁର ମଧ୍ୟରେ ବାତିଲ ରହିବ |