ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଅଭିନୀତ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସ୍ କଲେକ୍ସନର ସବୁ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ବକ୍ସ ଅଫିସରେ କେଜିଏଫ୍ ଠାରୁ ମଧ୍ୟ ରେକର୍ଡ ଆୟ କରିଛି । ଆଗାମୀ ଦିନରେ ଏହା କେଜିଏଫ୍ ରେକର୍ଡ ଭାଙ୍ଗିପାରେ । ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବଂ ପ୍ରଚାର ଯୋଗୁଁ ଏହି ଫିଲ୍ମ ଏବେ ଦର୍ଶକଙ୍କ ମନ କିଣିଛି ।