ଦିଲ୍ଲୀ ହାଇକୋର୍ଟରେ କୁତବମିନାର ମାମଲା

Qutb Minar case in Delhi High Court

ନୂଆଦିଲ୍ଲୀ : କୁତୁବମୀନାର ପରିସରରେ ଥିବା ମସଜିଦରେ ନମାଜ ପଢ଼ିବାକୁ ରୋକାଯିବା ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ôଚଛି । ହାଇକୋର୍ଟ ଏହି ଆବେଦନ ଉପରେ ଶୁଣାଣୀ କରିବାକୁ ମନା କରିଦେଇଛନ୍ତି । ଜଣେ ଓକିଲ ହାଇକୋର୍ଟକୁ କହିଛନ୍ତି ଯେ ଅନେକ ସମୟରୁ ସେଠାରେ ନମାଜ ପଢ଼ାଯାଉଥିଲା ।

ତେବେ ୧୫ ମେ’ରେ ଏଏସ୍‌ଆଇ କଟକଣା ଲଗାଇ ଦେଇଛି । ଓକିଲ ଏହି ଆବେଦନ ଉପରେ ଶୀଘ୍ର ଶୁଣାଣୀର ଦାବି କରିଛି । କିନ୍ତୁ ହାଇକୋର୍ଟ ତୁରନ୍ତ ଶୁଣାଣୀକୁ ନା କରିଦେଇଛନ୍ତି ।