ମସ୍କୋ: ଆମେରିକା ଓ ନାଟୋ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡିକ ରୁଷ୍ ବିପକ୍ଷରେ ଆର୍ଥିକ ଓ ବାଣିଜ୍ୟିକ କଟକଣା ଲାଗୁ କରିସାରିଲେଣି । ଏଭଳି ସଙ୍କଟର ମୁକାବିଲା କରିବାକୁ ରୁଷ୍ ରାଷ୍ଟ୍ରପତି ପୁଟିନ୍ ପୂର୍ବରୁ ପ୍ରସ୍ତୁତ ରହିଥିବା କ୍ରେମ୍ଲିନ୍ ପକ୍ଷରୁ କୁହାଯାଇଛି । ରୁଷ୍ ଇତିମଧ୍ୟରେ ଏହି ସ୍ଥିତି ପାଇଁ ୬୩୯ ବିଲିୟନ୍ ଆମେରିକୀୟ ଡଲାର ସାଇତି ରଖିଛି ବୋଲି କ୍ରେମ୍ଲିନ୍ ପକ୍ଷରୁ କୁହାଯାଇଛି।
Prev Post