ସୋନୁ ନିଗମଙ୍କୁ କରେନା

ନୂଆଦିଲ୍ଲୀ : ଦେଶରେ ଏବେ ଦ୍ରୁତ ଗତିରେ କରୋନା ବୃଦ୍ଧି ପାଉଛି । ସେହିପରି ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ସେଲିବ୍ରିଟ ସଂକ୍ରମିତ ହେଉଛନ୍ତି । ସେଥିରୁ ବାଦ ପଡିନାହାନ୍ତି ଗାୟକ ସୋନୁ ନିଗମ । ସୋନୁ ନିଗମ କରୋନା ସଂକ୍ରମିତ ହେବା ସହ ତାଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି ସୋନୁ ।