ସୁସ୍ମିତା ସେନଙ୍କ ଆର୍ଯ୍ୟା-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ ନିକଟରେ ତାଙ୍କ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛିନ୍ତି । ଏହି ଭିଡିଓରେ ୱେବସିରିଜ୍‌ ଆର୍ଯ୍ୟାର ସିଜନ-୨ରୁ ଆସିଛି । ଏହି ସିରିଜ ଭୟଙ୍କର ହେବ ବୋଲି ସେ ମିଡିଆ ଜରିଆରେ ଜଣାଇଛନ୍ତି । ସୁସ୍ମିତା ସେନ ‘ଆର୍ଯ୍ୟା ୨’ର ଏହି ଫାଷ୍ଟ୍‌ ଲୁକ୍‌ ସେୟାର କରିଛନ୍ତି ।