କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ଲାଭ ଉଠାନ୍ତୁ

ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ । ଲୋକସଭାରେ ୨୦୨୪-୨୫ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ । ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି । ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି । ଏଥର ବଜେଟରେ କେଉଁ କ୍ଷେତ୍ର ପାଇଁ ମିଳିଛି କେତେ ଟଙ୍କା ?

ଖର୍ଚ୍ଚର ହିସାବ (କୋଟିରେ)
୧- ପେନସନ- ୨୪,୩,୨୯୬ କୋଟି

୨- ପ୍ରତିରକ୍ଷା – ୪,୫୪,୭୭୩ କୋଟି

୩- ସାର – ୧,୬୪,୦୦୦ କୋଟି

୪- ଖାଦ୍ୟ – ୨,୦୫,୨୫୦ କୋଟି

୫- ପେଟ୍ରୋଲିୟମ – ୧୧,୯୨୫ କୋଟି

୬- କୃଷି ଓ ଏହା ସହ ଜଡ଼ିତ କାର୍ୟ୍ୟକ୍ରମ – ୧,୫୧,୮୫୧ କୋଟି

୭- କମର୍ସ ଓ ଇଣ୍ତଷ୍ଟ୍ରୀ – ୪୭,୫୫୯ କୋଟି

୮ – ଉତ୍ତର ପୂର୍ବର ବିକାଶ – ୫,୯୦୦ କୋଟି

୯- ଶିକ୍ଷା – ୧,୨୫,୬୩୮ କୋଟି

୧୦- ଶକ୍ତି – ୬୮,୭୬୯ କୋଟି

୧୧- ବୈଦେଶିକ ବ୍ୟାପାର – ୨୨,୧୫୫ କୋଟି

୧୨- ଅର୍ଥ – ୮୬,୩୩୯ କୋଟି

୧୩ – ସ୍ୱାସ୍ଥ୍ୟ – ୮୯,୨୮୭ କୋଟି

୧୪- ସ୍ୱରାଷ୍ଟ୍ର – ୧୫୦୯୮୩ କୋଟି

୧୫ – ସୁଧ – ୧୧,୬୨,୯୪୦ କୋଟି

୧୬ – ଆଇଟି ଓ ଟେଲିକମ – ୧୧୬୩୪୨ କୋଟି

୧୭ – ଅନ୍ୟାନ୍ୟ – ୧୪୪୪୭୭ କୋଟି

୧୮ – ଯୋଜନା ଓ ପରିସଂଖ୍ୟନ – ୬,୨୯୧ କୋଟି

୧୯- ଗ୍ରାମୀଣ ବିକାଶ – ୨,୬୫,୮୦୮ କୋଟି

୨୦ – ବିଜ୍ଞାନ ଭିତ୍ତିକ ବିଭାଗ – ୩୨,୭୩୬ କୋଟି

୨୧- ସାମାଜିକ କଲ୍ୟାଣ – ୫୬,୫୦୧ କୋଟି

୨୨- ଜିଏସଟି କ୍ଷତି ପୂରଣ ପାଣ୍ଠି – ୧୫,୦୦୦୦ କୋଟି

୨୩ – ରାଜ୍ୟର ଭାଗ -୩୨୨୭୮୭ କୋଟି

୨୪ – ପରିବହନ – ୫,୪୪,୧୨୮ କୋଟି

୨୫ – କେନ୍ଦ୍ର ଶାସିତ ଅଞ୍ଚଳ – ୬୮,୬୬୦ କୋଟି

୨୬ – ସହରୀ ବିକାଶ – ୮୨,୫୭୭ କୋଟି