ଅଟୋ ଉପରେ କଣ୍ଟେନର ଖସିି ୪ ମୃତ

ନୂଆଦିଲ୍ଲୀ : ଅଟୋ ଉପରେ କଣ୍ଟେନର ପଡିଯିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି । ଏକ ଅଟୋ ଉପରେ କଣ୍ଟେନର ଖସି ପଡିବାରୁ ଏହି ଦୁର୍ଘଟଣା ଘଟଥିଲା । ଅଟୋରେ ଥିବା ଚାରି ଜଣ ଲୋକ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛ । ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଫେରାର୍‌ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଖବର ପାଇ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ ।