କିଭ୍ରୁ ପୁଣି ଚାଲିବ ଭାରତୀୟ ଦୂତାବାସ
ୟୁକ୍ରେନର ରାଜଧାନୀ କିଭରୁ ପୁଣି ଚାଲିବ ଭାରତୀୟ ଦୂତାବାସ । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ…
ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭରୁ ପୁଣି ଚାଲିବ ଭାରତୀୟ ଦୂତାବାସ । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଭାରତୀୟ ଦୂତାବାସ କିଭରୁ ଗତ ୧୩ ମାର୍ଚ୍ଚରୁ ସ୍ତାନନ୍ତରିତ ହୋଇ ଅସ୍ଥାୟୀ ଭାବେ ପୋଲାଣ୍ଡରରୁ କାର୍ଯ୍ୟ ପରିଚାଳନା କରାଯାଉଥିଲା । ମାତ୍ର ଯୁଦ୍ଧ ଥମିବା ପରେ ପୁଣି କିଭରୁ ଦୂତାବାସ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।