ମାଆ ଓ ଭଉଣୀମାନଙ୍କ ଜୀବନରେ ଉଜ୍ଜ୍ୱଳା ଯୋଜନାର ପ୍ରଭାବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଉଜ୍ଜ୍ୱଳା ଯେଉଁଭଳି ଭାବେ ଆମ ଗରିବ ମାଆ ଓ ଭଉଣୀମାନଙ୍କର….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଭାରତର ମାଆ ଓ ଭଉଣୀମାନଙ୍କ ଉପରେ ଉଜ୍ଜ୍ୱଳା ଯୋଜନାର ପ୍ରଭାବକୁ ପ୍ରଶଂସା କରିଛନ୍ତି ।
ଉଜ୍ଜ୍ୱଳା ଯୋଜନା ଦ୍ୱାରା କିପରି ଦେଶର ମାଆ ଓ ଭଉଣୀ ଲାଭ ପାଉଛନ୍ତି ସେ ସମ୍ପର୍କରେ ଏକ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଜ୍ଜ୍ୱଳା ଯେଉଁଭଳି ଭାବେ ଆମ ଗରିବ ମାଆ ଓ ଭଉଣୀମାନଙ୍କର ଜୀବନକୁ ସହଜ କରି ଖୁସିରେ ଭରି ଦେଇଛି, ତାହା ବେଶ ଉତ୍ସାହପ୍ରଦ ।”