ଖେଲୋ ଇଣ୍ଡିଆ ପ୍ରମାଣପତ୍ରର ଡିଜିଲକର ସହ ଏକତ୍ରୀକରଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଏହା କ୍ରୀଡାବିତ, ସପୋର୍ଟ ଷ୍ଟାଫ, ଅଧିକାରୀ ଓ ଅନ୍ୟମାନଙ୍କ….

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖେଲୋ ଇଣ୍ଡିଆ ପ୍ରମାଣପତ୍ରର ଡିଜିଲକର ସହ ଏକତ୍ରୀକରଣକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏକ ଟ୍ୱିଟ ଶୃଙ୍ଖଳରେ ଖେଲୋ ଇଣ୍ଡିଆ ପ୍ରମାଣପତ୍ରର ଡିଜିଲକର ସହ ଏକତ୍ରୀକରଣ ସମ୍ପର୍କରେ ସୂଚନା ଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା କ୍ରୀଡାବିତ, ସପୋର୍ଟ ଷ୍ଟାଫ, ଅଧିକାରୀ ଓ ଅନ୍ୟମାନଙ୍କ ପାଇଁ ଲାଭଦାୟକ ହେବ ।”