ଦ୍ୱିତୀୟ ଥର ପାଇଁ ତାଓସିଚ୍‍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଲିଓ ଭରାଦକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିଓ ଭାରାଦକରଙ୍କୁ ଦ୍ୱିତୀୟ ଥର ପାଇଁ….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିଓ ଭାରାଦକରଙ୍କୁ ଦ୍ୱିତୀୟ ଥର ପାଇଁ ତାଓସିଚ୍‍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦ୍ୱିତୀୟ ଥର ପାଇଁ ତାଓସିଚ୍‍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଲିଓ ଭାରାଦକରଙ୍କୁ ଅଭିନନ୍ଦନ । ଆମର ଐତିହାସିକ ସମ୍ପର୍କ, ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଆୟର୍ଲାଣ୍ଡ ସହ ବହୁମୁଖୀ ସହଯୋଗକୁ ଅଧିକ ଗୁରୁତ୍ୱ ଦେଉଛୁ । ଆମର ବଢୁଥିବା ଅର୍ଥନୀତିର ପୂର୍ଣ୍ଣ ସମ୍ଭାବନାକୁ ହାସଲ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛୁ ।”