ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାପୁ ଓ ଦାଣ୍ଡି ଯାତ୍ରାରେ ଭାଗ ନେଇଥିବା ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବାପୁ ଓ ଦାଣ୍ଡି ଯାତ୍ରାରେ ଭାଗ ନେଇଥିବା ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ଦେଶର ଇତିହାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ । ବିଭିନ୍ନ ପ୍ରକାରର ଅନ୍ୟାୟ ବିରୋଧରେ ଏକ ଦୃଢ ପ୍ରତିବାଦ ଭାବେ ସ୍ମରଣୀୟ ରହିବ ।”