ଦୂତାବାସ ମନ୍ କୀ ବାତର ୮୯ତମ ଅଧ୍ୟାୟକୁ ମଧ୍ୟ ମନେ ପକାଇଥିଲା ଯେଉଁଥିରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଜାପାନ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିଥିଲେ ଏବଂ ଏସୀୟ ଦେଶଗୁଡ଼ିକରେ ମହାଭାରତ ଓ ରାମାୟଣ ମଞ୍ଚସ୍ଥ କରିଥିବା ଜାପାନ କଳାକାରଙ୍କ କଥା କହିଥିଲେ ।
ଏହି ଏକାଧିକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ଏପରି ସହୃଦୟ ଶବ୍ଦ ଏବଂ ମୋର ବନ୍ଧୁ ସ୍ୱର୍ଗତଃ ଶ୍ରୀ ଶିଞ୍ଜୋ ଆବେଙ୍କୁ ମନେ ପକାଇଥିବାରୁ ଧନ୍ୟବାଦ’ ।