ଫ୍ରାନ୍ସର ବାସ୍ତିଲ ଦିବସ ସମାରୋହକୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ ଜଣାଇଥିବାରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଧନ୍ୟବାଦ ମୋର ବନ୍ଧୁ @EmmanuelMacron! ବାସ୍ତିଲ ଦିବସ ଓ ଆପଣ ତଥା ଫ୍ରେଞ୍ଚ ଲୋକଙ୍କ ସହ ଆମ ରଣନୈତିକ ଭାଗିଦାରୀ ସମାରୋହ ପାଳନ ପାଇଁ ଆଶାବାଦୀ ।”
“Merci mon ami @EmmanuelMacron ! Je me réjouis de fêter le 14 juillet et notre partenariat stratégique avec toi et le peuple français.”