ଓନମ୍ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ସମସ୍ତଙ୍କୁ ଓନମ୍ ଶୁଭେଚ୍ଛା! ସଭିଁଙ୍କ ଜୀବନ ଉତ୍ତମ ସ୍ୱାସ୍ଥ୍ୟ, ଅପୂର୍ବ ଆନନ୍ଦ ଏବଂ ଅପାର ସମୃଦ୍ଧିରେ ପରିପୂର୍ଣ୍ଣ ହେଉ । ଗତ ଅନେକ ବର୍ଷ ମଧ୍ୟରେ ଓନମ ଏକ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି ଏବଂ ଏହା କେରଳର ଜୀବନ୍ତ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରଦର୍ଶନ କରୁଛି ।’