କଏଦୀ ପାଇବେ ମୁକ୍ତି

ନୂଆଦିଲ୍ଲୀ: ଆଜାଦୀର ଅମୃତ ମହୋତ୍ସବରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ଦେଶର ବିଭିନ୍ନ ଜେଲ୍ ରେ ଥିବା କିଛି କଏଦୀଙ୍କୁ ମିଳିବ ମୁକ୍ତି । ୩ ଟି ପର୍ଯ୍ୟାୟରେ କଏଦୀଙ୍କୁ ମୁକ୍ତ କରାଯିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି । ଜେଲ୍ ରେ ଭଲ ଆଚରଣ ଦେଖାଇଥିବା କଏଦୀଙ୍କୁ ପ୍ରୋତ୍ସାହନ ଦେବାପାଇଁ ରହିଛି ଲକ୍ଷ ।