ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକା ବାଣିଜ୍ୟ ମନ୍ତ୍ରୀ ଜିନା ରାୟମୋଣ୍ଡୋ

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଆମେରିକାର ବାଣିଜ୍ୟ ମନ୍ତ୍ରୀ ମହାମହିମ ଜିନା ରାୟମୋଣ୍ଡୋ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ଆମେରିକା ବାଣିଜ୍ୟ ମନ୍ତ୍ରୀ @SecRaimondoଙ୍କ ଗତକାଲି ପ୍ରଧାନମନ୍ତ୍ରୀ@narendramodiଙ୍କ ସହ ଫଳପ୍ରସୂ ବୈଠକ ହୋଇଛି ।”