୩୩ତମ ଜନ୍ମଦିନ ପାଳଲେ ୟାମି

ମୁମ୍ବାଇ : ବଲିଉଡ୍‌ର ଅଭିନେତ୍ରୀ ୟାମି ଗୌତମ ସେ ତାଙ୍କ ୩୩ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଜନ୍ମଦିନ ତାଙ୍କ ପାଇଁ ଖାସ ସ୍ୱତନ୍ତ୍ର ଥିଲା । ଏନେଇ ସୋସିଆଲ ମିଡିଆରେ ସେଲିବ୍ରେଟିମାନେ ଜନ୍ମଦିନର ଶୁଭେଚ୍ଚା ଜଣାଇଛନ୍ତି । ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପରିବାର ମଧ୍ୟରେ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ପରିବାର ସହ କେକ କାଟୁଥିବା ନଜର ଆସିଛନ୍ତି । ୟାମିଙ୍କ ଏହି ପୋଷ୍ଟ ସେ କହିଛନ୍ତି ଯେ ତାଙ୍କ ଜନ୍ମଦିନ ଅତ୍ୟନ୍ତ ସ୍ମରଣୀୟ ଓ ସ୍ୱତନ୍ତ୍ର ଅଟେ । ମୋର ସୁନ୍ଦର ପରିବାର ଏବଂ ବିଶେଷକରି ମୋ ସ୍ୱାମୀଙ୍କୁ ଧନ୍ୟବାଦ ।