ମଧ୍ୟ ପ୍ରଦେଶ: ମଧ୍ୟ ପ୍ରଦେଶ ରେ ଚାଲିଗଲା ୫ ଜୀବନ କ୍ଷତାକ୍ତ ହେଲେ ୨୦ । ଏକ ଦୁଃଖଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ, ଆହତ ହେଲେ ୨୦ ।
ତଥ୍ୟ ଅନୁଯାୟୀ, ମଧ୍ୟ ପ୍ରଦଶ ଜିଲ୍ଲା ର ଭିଣ୍ଡ ଅଂଚଳରେ ସଡକ ଦୁର୍ଘଟଣାରେ ଜୀବନ ହାରିଲେ ୫ ଜଣ ଓ କ୍ଷତାକ୍ତ ହେଲେ ୨୦ ଜଣ ଜିବୀ ।
ତଥ୍ୟରେ ସୂଚନା ମିଳିଛି ଯେ ଏକ ଡମ୍ପର ଟ୍ରକ ଟି ଯାଇ ପିଟିଦେଇଥିଲା ଗୋଟେ ଭ୍ୟାନ୍କୁ ଯେଉଁଥିରେ ୫ ଜଣଙ୍କ ମୃତ୍ୟ ହୋଇଯାଇଥିଲା ଘଟଣା ସ୍ଥଳରେ ଓ ୨୦ ଜଣ ଆହତ ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଜୀବନ ହାରିଥିଲେ ୨ ଜଣ । ପୋଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଦ୍ୱାରା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୁ ସ୍ଥାନଂତର କରିଥିଲେ ।